ଆଜିଠୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା ?
ଆଜିଠୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା | ଦିନ ୧୦ଟାରୁ ଆରମ୍ଭ ହେବ ପରୀକ୍ଷା ଅପରାହ୍ନ ୧ପର୍ଯ୍ୟନ୍ତ ଚାଲିବ ପରୀକ୍ଷା | କପି ରୋକିବା ପାଇଁ ଶିକ୍ଷା ବ୍ୟବସ୍ତା ଅଧିକାରୀ ଏକ ଗୁରୁତ୍ୱପୂର୍ଣ କାର୍ଯ୍ୟ ନିର୍ବାହୀ କରିଛନ୍ତି | ପିଲାମାନଙ୍କଠୁ କପି ରୋକିବା ନିମନ୍ତେ ପଞ୍ଚସ୍ତରିୟ ସ୍କ୍ୱାର୍ଡ ବ୍ୟବସ୍ତା କରାଯାଇଛି ଏବଂ ସବୁ ସେଣ୍ଟର ଗୁଡିକରେ ସିସିଟିଭି ର ବ୍ୟବସ୍ତା କରାଯାଇଛି | ଆଜିଠାରୁ ବିଜ୍ଞାନ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହବ ଓ … Read more