ଆଜିଠୁ ଆରମ୍ଭ ହେଲା ମୁମ୍ବାଇ ଓ ଝାରସୁଗୁଡ଼ାରେ ବିମାନ ସେବା ପ୍ରକ୍ରିୟା ?

Screenshot 2025 03 01 160813

ଆଜିଠୁ ଆରମ୍ଭ ହେଲା ମୁମ୍ବାଇ ଓ ଝାରସୁଗୁଡ଼ାରେ ବିମାନ ସେବା ପ୍ରକ୍ରିୟା । ଶିଳ୍ପନଗରୀ ଝାରସୁଗୁଡ଼ା ସହିତ ମାୟାନଗରୀ ପର୍ଯ୍ୟନ୍ତ ମୁମ୍ବାଇରୁ ସିଧାସଳଖ ବିମାନ ଉଡିବା କାର୍ଯ୍ୟ ହେଲା । ସପ୍ତାହରେ ସବୁଦିନ ବିମାନ ଉଡାଣ କାର୍ଯ୍ୟ ଚାଲିବ ବୋଲି ସୂଚନା ମିଳୁଛି । ଆଜି ଏୟାରପୋର୍ଟରେ ସମସ୍ତ ଯାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଥିଲା। ମୁମ୍ବାଇରୁ ଇଣ୍ଡିଗୋ ବିମାନ ପ୍ରଥମେ ବାହାରି ଅପରାହ୍ନ ୧ ଟା ବେଳେ ଝାରସୁଗୁଡା ପହଞ୍ଚିବା ନେଇ ସୂଚନା ମିଳୁଛି । ଏବଂ … Read more