ଆମ୍ବୁଲାନ୍ସକୁ ଘୋସାଡୀନେଲା ଟ୍ରେନ ?

Screenshot 2025 03 10 171721

ଆମ୍ବୁଲାନ୍ସକୁ ଘୋସାଡୀନେଲା ଟ୍ରେନ । କଲ୍ୟାଣୀପୁର ନିକଟରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି କଞ୍ଚାମମାଣ୍ଡି ନିକଟରେ ଆମ୍ବୁଲାନ୍ସଟି ରେଳ ଟ୍ରାକ କ୍ରସ କରୁଥିବାବେଳେ ଦୃଘଟଣା ଘଟିଥିବା ଜଣାପଡିଛି । ଆମ୍ବୁଲାନ୍ସରେ ୮ ଜଣ ରୋଗୀ ରହିଥିବାବେଳେ ଏତେବଡ ଦୃଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି ।ଦୃଘଟଣାରେ ସମସ୍ତ ରୋଗୀ ସୁରକ୍ଷିତ ରହିଥିବା ସୂଚନା ମିଳୁଛି । ଦୃଘଟଣା କାରଣ ହେଉଛି ଆମ୍ବୁଲାନ୍ସଟି ଟ୍ରେନ ଟ୍ରାକ କ୍ରସ କଲାବେଳେ ଆମ୍ବୁଲାନ୍ସଟି ଚକ ଫସିଯାଇଥିଲା । ଏବଂ ଡ୍ରାଇଭରଙ୍କୁ ବହୁତ ପ୍ରୟାସ … Read more