ବିକ୍ରି ହୋଇଥିଲା କି ASO ଚାକିରି ?

ନବୀନ ସରକାରଙ୍କ କାଳରେ ବିକ୍ରି ହୋଇଥିଲା ASO ଚାକିରି। ୨୫ରୁ ୩୦ ଲକ୍ଷ ଟଙ୍କାରେ ବିକ୍ରି କରା ଯାଉଥିଲା ASO ଚାକିରି । ଆଜି ବିଧାନ ସଭାରେ ଓଡ଼ିଶା ସାର୍ବଜନୀ ପରୀକ୍ଷା ବିଲ୍‌ର ଆଗତ କରି ଏଭଳି ସମାଲୋଚନା କରି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ । ଯେଉଁମାନେ ଆଜିର ଭବିଷ୍ୟତ ତାଙ୍କ ଵାହବିଷ୍ୟତ ସହ ଖେଳିଛନ୍ତି ପୂର୍ବତନ ସରକାର । ପୂର୍ବତନ ସରକାର ପିଲାଙ୍କ ନିଯୁକ୍ତି କାର୍ଯ୍ୟ ଠିକ ଭାବରେ କରୁ ନଥିଲେ। … Read more