ଅଟୋ ଟିପର ଧକ୍କାରେ ୨ ମୂର୍ତ ୪ ଗୁରୁତର ?
ଅଟୋ ଟିପର ଧକ୍କାରେ ୨ ମୂର୍ତ ୪ ଗୁରୁତର ଘଟଣାଟି ଜୟପୁର ଅଞ୍ଚଳରେ ଘଟିଥିବା ସୂଚନା ମିଳୁଛି | ଅଟୋଟି ଟିକେ ଦ୍ରୁତ ଗତିରେ ଆସୁଥିବାବେଳେ ଗୋଟେ ଟିପ୍ପର ସହିତ ଧକ୍କା ହୋଇଥିଲା ଓ ଦୃଘଟଣାରେ ୨ ଜଣ ମୂର୍ତ କରିବା ସହ ଆଉ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି | ବାରମ୍ବାର ସେହି ସ୍ଥାନରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ଦୃଘଟଣାରେ ୪ ଜଣ ଗୁରୁତର ଆହତ ବ୍ୟକ୍ତି ମାନଙ୍କୁ ପାଖ … Read more