ବଲାଙ୍ଗିର ସହରରୁ ଜଣେ ମହିଳା ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି ?

ବଲାଙ୍ଗିର ସହରରୁ ଜଣେ ମହିଳା ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ଘଟଣାଟି ବଲାଙ୍ଗୀରୀ ସହର ଇନ୍ଦିରାନଗର ପାଦରେ ଘଟିଥିବା ସୂଚନା ମିଳୁଛି । ସର୍ବପ୍ରଥମେ ବୋହୂର ମୂର୍ତ ଶରୀରକୁ ଶାଶୁ ଦେଖିଲାପରେ ଘଟଣା ସ୍ଥଳରେ ଟଳିପଡ଼ିଲେ ଶାଶୂ । ବୋହୂର ଝୁଲନ୍ତା ମୃତ ଶରୀର ଦେଖି ଘଟଣାସ୍ଥଳରେ ହିିଁ ଟଳିପଡ଼ିଲେ ଶାଶୂ ।ମହିଳା ଜଣକର ଆତ୍ମହତ୍ୟା କରିଥିବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ଆତ୍ମହତ୍ୟାରେ ମୃତ ବୋହୂ ଜଣକ ହେଉଛନ୍ତି ଆନନ୍ଦିନୀ ସାହୁ ଏବଂ … Read more