ବାଲେଶ୍ବର ଜିଲ୍ଲାରେ ସୁନା ଦୋକାନୀଙ୍କ ଘରୁ ଘରୁ ୫୦ ହଜାର ଟଙ୍କା ଅଳଙ୍କାର ଲୁଟ ?
ବାଲେଶ୍ବର ଜିଲ୍ଲାରେ ସୁନା ଦୋକାନୀଙ୍କ ଘରୁ ଘରୁ ୫୦ ହଜାର ଟଙ୍କା ଅଳଙ୍କାର ଲୁଟ | ଘଟଣାଟି ବାଲେଶ୍ୱର ଜିଲ୍ଲାର ପ୍ରହରାଜପୁର ଗ୍ରାମରେ ଦୁର୍ବୃତ୍ତମାନେ ଚୋରି କରିଥିବା ନେଇ ସୂଚନା ମିଳୁଛି | କିଛି ଦୃବୁତମାନେ ସୁନା ଦୋକାନୀ ମାଲିକଙ୍କ ଘରେ ପଶି ମାରଣାସ୍ତ୍ରର ଦେଖାଇ ଆକ୍ରମଣ କରିଥିଲେ | ଜୁଏଲାରୀ ମାଲିକଙ୍କ ଘରୁ ୫୦ ହଜାର ଟଙ୍କା ସହ କିଛି ଅଳଙ୍କାର ଲୁଟି ନେଇ ଫେରାର ଅଛନ୍ତି | ଘର ମାଲିକ ଜଣକ ଘରେ ଚୋରି … Read more