ବାଲେଶ୍ବର ଜିଲ୍ଲାରେ ଚୋରି ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା |

ବାଲେଶ୍ବର ଜିଲ୍ଲାରେ ଚୋରି ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା | ବାଲେଶ୍ୱରର ସାରଥ ଗାଁରେ କାଲି ଗୋଟେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି | ଲୁଗା ଦୋକାନ ଚୋରି ସନ୍ଦେହରେ ୪ ଜଣ ଯୁବକଙ୍କୁ ଗଛରେ ବାନ୍ଧି ପିଟିଥିଲେ ଗାଁ ଲୋକେ ଏବଂ ଯାହା ଫଳରେ ଜନଙ୍କର ମୁର୍ତ୍ୟୁ ଘଟିବ ହେତୁ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି | ସମସ୍ତ ଆହତ ବ୍ୟକ୍ତି ମାନଙ୍କୁ ମେଡିକାଲରେ ଚିକିର୍ଶା କାର୍ଯ୍ୟ ଚାଲିଅଛି ଚାରି ଜଣ ଯୁବକକୁ … Read more