ବସକୁ ଟ୍ରକ ଧକ୍କା ଦେବା ଫଳରେ ଓଲଟିଲା ବସ ?
ବସକୁ ଟ୍ରକ ଧକ୍କା ଦେବା ଫଳରେ ଓଲଟିଲା ବସ | ଦୃଘଟଣାଟି ସମ୍ବଲପୁର ଗୋଳକୁଣ୍ଡା ଓଭରବ୍ରିଜ ନିକଟରେ ଘଟିଥିବା ସୂଚନା ମିଳୁଛି | ଗୋଟେ ବଡ ଦୃଘଟଣାରୁ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳୁଛି | ସୂଚନା ଅନୁଯାଇ ଏକ ଯାତ୍ରୀବାହି ବସଟି ଫୁଲବାଣୀରୁ ଫେରୁଥିବାବେଳେ ସମ୍ବଲପୁର ଗୋଳକୁଣ୍ଡା ଓଭରବ୍ରିଜ ନିକଟରେ ଦୃଘଟଣା ଘଟିଥିଲା | ବସଟିକୁ ଗୋଟିଏ ଟ୍ରକ ପଛପଟୁ ଧକ୍କା ଦେବା ଫଳରେ ବସଟି ଭାରସ୍ୟାମ ହରାଇ ଓଲଟି ପଡିଥିଲା | ଦୃଘଟଣାରେ … Read more