ଫୁଣି ଜଳିଲା ବ୍ୟାଟେରୀ ଗାଡି

ସୁନ୍ଦରଗଡ ରେ କାଲି ଜଳିଗଲା ବ୍ୟାଟେରି ଗାଡି କଲି ରାତିରେ ଜଣେ ବ୍ୟକ୍ତି ବ୍ୟାଟେରୀ ଗାଡି ଚାର୍ଜ କରିଥିବା ବେଳେ କିଛି ସମୟ ପରେ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଥିଲା ବ୍ୟକ୍ତି ଜଣକ ଗାଡିକୁ ଚାର୍ଜ କରି ସୋଇ ପଡ଼ିଥିଲେ ଏବଂ ରାତିରେ ବ୍ୟାଟେରୀ ଗାଡି ସହ ଅନ୍ୟ ୪ଟା ଗାଡି ଜାଳି ନଷ୍ଟ ହୋଇ ଯାଇଥିଲା ବ୍ୟକ୍ତି ଜଣକ ବହୁତ ଚେଷ୍ଟା କରିଥିଲେ ଗାଡି ଗୁଡ଼ିକରୁ ନିଆଁ ଲିଭେଇବା ପାଇଁ ହେଲେ ସେତେବେଳକୁ ଗାଡି ଗୁଡିକ … Read more