ଭୁବନେଶ୍ୱରରେ ସଡକ ଦୃଘଟଣାରେ ଜଣେ ମୂର୍ତ ?

Screenshot 2025 02 17 184011 3

ଭୁବନେଶ୍ୱରରେ ସଡକ ଦୃଘଟଣାରେ ଜଣେ ମୂର୍ତ | ଭୁବନେଶ୍ୱରର ପତ୍ରପଡା ଠାରେ ଦୃଘଟଣା ଘଟିଛି ଓ ଦୃଘଟଣାରେ ଜଣକ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ପିକଅପ ଭ୍ୟାନ ଧକ୍କାରେ ଜଣକ ମୁର୍ତ୍ୟୁ ଘଟିଥିବା ଜଣାପଡ଼ିଛ | ଘଟଣାର ସ୍ଥଳରେ ଖଣ୍ଡଗିରି ପୋଲିସ କର୍ମଚାରୀ ପହଞ୍ଚି ଦୃଘଟଣା ଘଟିଥିବା ନେଇ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି | ପୋଲିସ ମୂର୍ତ ଶରୀରକୁ ନିଜ ଅଧିନୟରେ ରଖି ସବବ୍ୟବଚ୍ଛେଦ କରିବା ପାଇଁ ହସ୍ପିଟାଲକୁ ପଠାଯାଇଛି | ସବବ୍ୟବଚ୍ଛେଦ … Read more