ଭୁବନେଶ୍ୱରରେ ଜାଭିୟର ଛକରେ ଘଟିଛି ସିରିଜ ଦୃଘଟଣା |
ଭୁବନେଶ୍ୱରରେ ଜାଭିୟର ଛକରେ ଘଟିଛି ସିରିଜ ଦୃଘଟଣା | ଚାରୋଟି ଗାଡି ପଛକୁ ପଛ ଧକା ହେବା ସୂଚନା ମିଳିଛି କାରଟି ପ୍ରଥମେ ଗୋଟେ ଅଟୋକୁ ପିଟିଥିଲା ଅଟୋଟି ଅନ୍ୟ ଗାଡି ସହ ଧକ୍କା ହୋଇଥିଲା | ଏବଂ ଯାହା ଫଳରେ ଟ୍ରାଫିକ ଜାମ ହୋଇଥିଲା ଲୋକମାନଙ୍କର ଯିବା ଆସିବାରେ ଅସୁବିଧା ସମ୍ମୁଖୀନ ଦେଖାଦେଇଥିଲା ଏବଂ କାର ଚାଲାକ ଜଣକ ନିଶା ଦ୍ରବ୍ୟ କରିଥିବାରୁ ଦୃଘଟଣା ଘଟିଥିବା ଅନୁମାନ କରାଯାଇଛି | ଦୃଘଟଣାରେ ୮ ଜଣ ବ୍ୟକ୍ତି … Read more