ପୁଣି ରାଜଧାନୀରେ ଚୋରି |

ପୁଣି ରାଜଧାନୀରେ ଚୋରି ରାଜଧାନୀ ଭୁବନେଶ୍ୱରରେ ଲୁଟେରାଙ୍କ ଚୋରି କମିବାର ନା ଧରୁନି | ଦୀର୍ଘ କିଛି ଦିନ ଧରି ଭୁବନେଶ୍ୱରରେ ବହୁତ ଥର ଚୋରି କରିବା ସାମ୍ନାକୁ ଆସିଛି | ଯେଉଁ ସବୁ ଆପାର୍ଟମେଣ୍ଟ ବନ୍ଦ ରହୁଛି ବା ଦୀର୍ଘ ଦିନ ଧରି ଲୋକମାନେ ଚଳ ପ୍ରଚଳ କରୁନାହାନ୍ତି | ଲୁଟେରା ସେହି ଘର ଗୁଡିକ ଲୁଟିବାକୁ ଲାଗିଛନ୍ତି ଏବଂ ବହୁତ ଘର ମାଲିକ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ମଧ୍ୟ୍ୟ କୌଣସି ଚୋରର କିଛି … Read more