ଭୁବନେଶ୍ୱରରେ ଚାଲିବ ଡବଲ ଡେ଼କର ବସ ?

ଭୁବନେଶ୍ୱରରେ ଚାଲିବ ଡବଲ ଡେ଼କର ବସ ଆଜି ଭୁବନେଶ୍ୱରରେ ପହଂଚିବ ୨ ଟି ଡବଲ ଡେ଼କର ବସ | କଲି ଆଉ ୩ଟି ବସ ପହଂଚିବାର ସୂଚନା ମିଳିଛି | ବସଟି ମୁମ୍ବାଇରୁ ଭୁବନେଶ୍ୱର ଆସିବ ଏବଂ ମହାରାଷ୍ଟ୍ରରୁ ଆସିବ ୫ ଟି ଡବଲ ଡେ଼କର ବସ ଏହି ସୁବିଧା ଖାସ କରି ପ୍ରବାସୀ ଭାରତୀୟମାନଙ୍କ ପାଇଁ କରାଯାଉଛି | ଏବଂ ୩ ଦିନ ଧରି ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ସମାରହୋ କାର୍ଯ୍ୟ ପାଳନ କରାଯିବ … Read more