ଭୁବନେଶ୍ୱରରେ ରାତି ଅଧରେ ପୋଲିସର ଏନକାଉଣ୍ଟର ?

Screenshot 2025 03 09 110524

ଭୁବନେଶ୍ୱରରେ ରାତି ଅଧରେ ପୋଲିସର ଏନକାଉଣ୍ଟର | ଗତ କାଲି ରାତିରେ ଭୁବନେଶ୍ୱରରେ ଲୁଟେରା ଓ ପୋଲିସ ଉଭୟ ଉଭୟଙ୍କୁ ଗୁଳି ଆକ୍ରମଣ କରିଥିଲେ | ପୋଲିସର ଗୁଳି ଆକ୍ରମଣର ଜଣେ ଦୁର୍ବୁତ୍ତ ଗୁରୁତର ଭାବେ ଆହତ ହୋଇଥିଲେ | ପୋଲିସଙ୍କ ଗୁଳି ମାଡ଼ରେ ଆହତ ବ୍ୟକ୍ତି ଜଣକ ହେଉଛନ୍ତି ବିହାରୀ ଲୁଟେରା ଦୀପକ କୁମାର ବୋଲି ସୂଚନା ମିଳୁଛି | ପୋଲିସର ଗୁଳି ବିନିମୟରେ ଆହତ ହୋଇଥିବାରୁ ଲୁଟେରାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା … Read more