ବିଦ୍ୟୁତ ସଂସ୍ପଶରେ ଆସି ୧୨ ବର୍ଷର ବାଳକ ମୂର୍ତ ?

ଲଗାଣ ବର୍ଷା ଯୋଗୁ ବାଲେଶ୍ବରର ବନ୍ୟା ?

ବିଦ୍ୟୁତ ସଂସ୍ପଶରେ ଆସି ୧୨ ବର୍ଷର ବାଳକ ମୂର୍ତ | ଘଟଣାଟି ବାହାନଗା ବ୍ଲକ ଜରିତାଳ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳୁଛି | ୧୨ ବର୍ଷର ବାଳକ ବିଦ୍ୟୁତ ଆଘାତରେ ମୁର୍ତ୍ୟୁ କରିଥିବା ଜଣାପଡିଛି | ସୂଚନ ଅନୁଯାଇ ପ୍ରଭାକର ମହାରଣାଙ୍କ ପୁଅ ଆୟୁଷ ମହାରଣା ଆଜି ସକାଳେ ଘରେ ପାଣି ଦେଉଥିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ | ଘର ଲୋକ ସଂଗେ ସଂଗେ ଆୟୁଷକୁ ଗୁରୁତର ଅବସ୍ଥାରେ … Read more