ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତିଙ୍କ ପରଲୋକ |
ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତିଙ୍କ ପରଲୋକ କିଛି ଦିନ ତଳେ ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା | ଆଜି ଦେହ ଅତ୍ୟଧିକ ଖରାପ ହେତୁ ତାଙ୍କୁ ମେଡିକାଲକୁ ନିଆଯାଇଥିଲା | ୬୦ ବର୍ଷ ବୟସରେ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତିଙ୍କ ପରଲୋକ | ବିଜୁ ଜନତା ଦଳରେ ୨ ଥର ବିଧାୟକରେ ନିଯୁକ୍ତି ପାଇ କାର୍ଯ୍ୟ କରିଆସୁଥିଲେ | ବିଜୟ ମହାନ୍ତି ଭୁବନେଶ୍ୱରରେ ଗୋଟିଏ ଭଡା ଘର ନେଇ ରହୁଥିଲେ ସେ … Read more