ରାଜ୍ୟରେ ଅତ୍ୟଧିକ କୁହୁଡି ଯୋଗୁ ବିମାନ ଯାତ୍ରାରେ ବାଧାପ୍ରାପ୍ତ ?
ରାଜ୍ୟରେ ଅତ୍ୟଧିକ କୁହୁଡି ଯୋଗୁ ବିମାନ ଯାତ୍ରାରେ ବାଧାପ୍ରାପ୍ତ । ଆଜି ରାଜ୍ୟର ଅନେକ ଜିଲ୍ଲା ମାନଙ୍କରେ କୁହୁଡିର ପରିମାଣ ଅଧିକ ହୋଇଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଘନ କୁହୁଡି ଲାଗିରହିଥିବାରୁ ବିମାନ ଚଳାଚଳରେ ଅସୁବିଧା ଦେଖାଦେଉଛି ଏବଂ କାଲି ବି ବିମାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା । ଏବଂ ଆଜି ମଧ୍ୟ ସେଇଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ୨୫୦ ରୁ ଅଧିକ ବିମାନ ଯାତ୍ରା କରିଥିବାବେଳେ ୪୩ … Read more