ଜାଗର ଯାତ୍ରା ଦେଖି ଫେରୁଥିବା ବେଳେ ଦୁଇ ଯୁବକ ମୂର୍ତ ?
ଜାଗର ଯାତ୍ରା ଦେଖି ଫେରୁଥିବା ବେଳେ ଦୁଇ ଯୁବକ ମୂର୍ତ । ଘଟଣାଟି କୋରାପୁଟ ଅନ୍ଧାରଘାଟି ବ୍ରିଜରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି । ଶିବ ରାତ୍ରି ଯାତ୍ରା ଦେଖି ଫେରୁଥିବାବେଳେ ୩ ଜଣ ଯୁବକ ଦୃଘଟଣାର ଶିକାର ହୋଇଛନ୍ତି । ବାଇକରେ ୩ ଜଣ ଆସୁଥିବା ବେଳେ କୋରାପୁଟ ଅନ୍ଧାରଘାଟି ବ୍ରିଜରେ ବାଇକ ଚାଳକ ଭାରସ୍ୟାମ ହରାଇ ବ୍ରିଜରୁ ୨୦ ପୁଟ ତଳକୁ ଖସିପଡିଥିଲେ ଦୃଘଟଣାରେ ୨ ଜଣ ମୁର୍ତ୍ୟୁ ବରଣ କରିବା ସହ ୧ … Read more