BSKY କାର୍ଡ଼ର ତଦନ୍ତ କାର୍ଯ୍ୟ ଆରମ୍ଭ ହେବ ?
BSKY କାର୍ଡ଼ର ତଦନ୍ତ କାର୍ଯ୍ୟ ଆରମ୍ଭ ହେବ । ବିଜୁ ସ୍ୱାସ୍ଥ୍ୟ କାର୍ଡ ଦୁର୍ନୀତିକୁ ନେଇ ତଦନ୍ତ କାର୍ଯ୍ୟ ହେବ ବୋଲି ରାଜ୍ୟ ଆଇନ ମନ୍ତ୍ରୀ କହିଛନ୍ତି । ପୂର୍ବତନ ସରକାର ନବୀନ ପତ୍ତନୟକଙ୍କ ଶାସନ କାଳରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ର ଶୁଭାରମ୍ଭ କାର୍ଯ୍ୟ ହେଇଥିଲା । କାର୍ଡରେ ଗରିବ ଲୋକଙ୍କ ପାଇଁ ମାଗଣା ଚିକିର୍ଷ ସୁବିଧା କରାଯାଇଥିଲା ଏବଂ ହସ୍ପିଟାଲ କର୍ତୁପକ୍ଷ ମାନେ ମନ ଇଛା ବିଲ କରିଥିବା ସୁଚନା ମିଳିଥିଲା । ରାଜ୍ୟ ସରକାର … Read more