ବସ ଦୃଘଟଣାରେ ୫ ମୂର୍ତ ୧୬ ରୁଉର୍ଧ ଲୋକ ଆହତ?

ବସ ଦୃଘଟଣାରେ ୫ ମୂର୍ତ ୧୬ ରୁ ଉର୍ଧ ଲୋକ ଆହତ । ଉତ୍ତରଖଣ୍ଡ ପୌରୀ ଜିଲ୍ଲାରୁ ଦୃଘଟଣା ଘଟିଥିବା ସୂଚନା ମିଳିଛି ଦୃଘଟଣାରେ ୫ ଜଣ ମୁର୍ତ୍ୟୁ ବରଣ କରିବା ସହ ୧୬ ରୁ ଅଧିକ ଲୋକ ଆହତ ହେଇଛନ୍ତି । ମୂର୍ତ ସଂଖ୍ୟା ବଢିବା ନେଇ ଆଗକୁ ଅନୁମାନ କରାଯାଉଛି । ଶ୍ରୀ ନଗର ଯାଉଥିବା ବସଟି ଭାରଶ୍ୟାମ ହରାଇ ଗଭୀର ଘାଇ ଭିତରକୁ ପଶିଯାଇଥିଲା । କେମିତି ଘଟିଥିଲା ଦୃଘଟଣା ? ବସଟି … Read more

ପାରାଦୀପ କୁଜଙ୍ଗ ନିକଟରେ ଯାତ୍ରୀ ବାହୀ ବସ ଦୃଘଟଣା ?

ପାରାଦୀପ କୁଜଙ୍ଗ ନିକଟରେ ଯାତ୍ରୀ ବାହୀ ବସ ଦୃଘଟଣା । ଭାରସ୍ୟାମ ହରାଇ ବସଟି ବିଲ ଭିତରକୁ ପଶିଯାଇଛି ଦୃଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଡଲଫିନ ବସଟି ପିକନିକ ଯାଇଥିଲା ଏବଂ ପାରାଦୀପରୁ ଆସୁଥିବାବେଳେ ଦୃଘଟଣା ଘଟିଥିଲା ଏବଂ ଦୃଘଟଣାରେ ଯାତ୍ରୀ ମାନେ କିଛି କ୍ଷତି ଗ୍ରସ୍ତ ହୋଇନାହାନ୍ତି । ରାସ୍ତାରେ ଅତ୍ୟଧିକ କୁହୁଡି ହେଇଥିବାରୁ ଦୃଘଟଣା ଘଟିଥିବା ଅନୁମାନ କରାଯାଉଛି । ଏତେ ବଡ ଦୃଘଟଣାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ମିଳିଛି … Read more