ବସରେ ନିଆଁ ଲାଗିବାରୁ ୫ ଜଣ ମୁର୍ତ୍ୟୁ ?

Screenshot 2025 05 15 183538

ବସରେ ନିଆଁ ଲାଗିବାରୁ ୫ ଜଣ ମୁର୍ତ୍ୟୁ | ଘଟଣାଟି ଉତ୍ତରପ୍ରଦେଶର ଲଖନଉରେ ଏଭଳି ଏକ ମର୍ମତୁଣ୍ଡ ସଡକ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ଏକ ସ୍ଲିପର ବସ ବିହାର ଯାଉଥିବାବେଳେ ହାଟଠ ବସରେ ନିଆଁ ଲାଗିଯାଇଥିଲା | ଅଗ୍ନିକାଣ୍ଡ ବହୁତ ଜୋରେ ହାଉଥୁବା କାରଣରୁ ବସ ଭିତରେ ୫ ଜଣ ବ୍ୟକ୍ତି ଜୀବନ୍ତ ଜାଳି ମୁର୍ତ୍ୟୁ ବରଣ କରିଛନ୍ତି | ଏବଂ ବସର କାଚଭାଙ୍ଗି ଡ୍ରାଇଭର ଜଣକ ଘଟଣା ସ୍ଥଳରେ ଫେରାର ରହିଥିବା ସୂଚନା … Read more