ତେଲେଙ୍ଗାନାରେ ବସ ଟ୍ରକ ଦୃଘଟଣା ?

ତେଲେଙ୍ଗାନାରେ ବସ ଟ୍ରକ ଦୃଘଟଣା ସକାଳୁ ଅତ୍ୟଧିକ କୁହୁଡି ହେଇଥିବାରୁ ଦୃଘଟଣା ଘଟିଥିବା ସୂଚନା ମିଳିଛି ।ବସରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ଦୃଘଟଣାରେ କାହାର କିଛି ବି ଖେୟକ୍ଷତି ହୋଇନାହିଁ । ବସଟି ଓଡ଼ିଆ ବସ ବୋଲି ଜଣାପଡିଛି ହାଇଦ୍ରାବାଦରୁ ବସଟି ୫୦ ଜଣ ଓଡ଼ିଆ ଲୋକମାନଙ୍କୁ ନେଇ ମାଲକାନଗିରି ଆସୁଥିବାବେଳେ ବସ ଓ ଟ୍ରକ ମୁହାଁ ମୁହିଁ ହେଇଥିଲା । ଏବଂ କୁହୁଡିର ପରିମାଣ ଅଧିକ ଯୋଗୁ ଦୃଘଟଣା ଘଟିଥିଲା ଏବଂ ୨ … Read more