ରାଜଧାନୀ ଭୁବନେଶ୍ୱର ଏବଂ କଟକ ସିବିଆଇ ରେଡ…
ରାଜଧାନୀ ଭୁବନେଶ୍ୱର ଏବଂ କଟକ ସହରରେ ଆଜି ସିବିଆଇ ରେଡ କରିଛି । ଶନିବାର ଦିନ ରାତିରେ ଭୁବନେଶ୍ୱର ମେ ଫେୟାର ହୋଟେଲ ସାମ୍ନାରେ ସିବିଆଇ ରେଡ କରିଛି ହୋଟେଲ ସାମ୍ନାରେ ଥିବା ଗୋଟିଏ ନାଲି ଦାମୀ ଗାଡ଼ିରୁ ସୁନା ଓ ଲକ୍ଷ ଲକ୍ଷ ଟଙ୍କା ଜବତ କରିଛି । ସେହି କାରରେ ୪ ଜଣ ବ୍ୟକ୍ତି ରହିବାର ସୂଚନା ମିଳିଛି OD-୦୫-୯୯୯୯ ହେଉଛି ଗାଡିର ନମ୍ବର ଗାଡିଟି ବିଲଡର ସଂସ୍ଥାର ସିବିଆଇ ଟିମ ତରଫରୁ ସୂଚନା … Read more