ଛତିଶଗଡ଼ରେ ଭାରସ୍ୟାମ ହରାଇ ଓଲଟିଲା ଟ୍ରକ |

ଟ୍ରକ ଦୃଘଟଣାରେ ୪ ମୂର୍ତ ୨୫ ରୁ ଅଧିକ ଆହତ ଛତିଶଗଡର ଦରଭା ନିକଟରେ ଘଟିଛି ଏକ ମର୍ମତୁଣ୍ଡ ଦୁର୍ଘଟଣା |ଗତକାଲି ଶନିବାର ଦିନ ଟ୍ରକରେ ବସି ଲୋକେ ଯାଈଥିବାବେଳେ ଏଭଳି ଏକ ଦୃଘଟଣା ଘଟିଛି | ଚାଣ୍ଡାମେଟ ଗ୍ରାମର ଲୋକମାନେ ସମସ୍ତେ ଟ୍ରକ ରେ ହାଟକୁ ଯାଉଥିବାବେଳେ ଛତିଶଗଡ଼ରେ ଭାରସ୍ୟାମ ହରାଇ ଓଲଟିଲା ଟ୍ରକ ଏବଂ ଯାହା ଫଳରେ ୫ ଜଣ ବ୍ୟକ୍ତି ମୁର୍ତ୍ୟୁ ବରଣ କରିବା ସହ ୨୫ ରୁ ଉର୍ଧ ବ୍ୟକ୍ତି ଆହତ … Read more