ପୁଣି ଦାଦନ ଖଟିବାକୁ ଯାଉଛନ୍ତି “ବାପା” ଆଉ “ମା”…
ବଲାଙ୍ଗୀରି ଅଂଚଳର ସାନଗୁରଜିଭଟା ଗାଁର ୨ ଜଣ ସ୍ୱାମୀ ଆଉ ସ୍ତ୍ରୀ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ନିଜ ଜୀବନ ବଂଚେଇବା କୁ ପୁଣି ଦାଦନ ଖଟିବାକୁ ବାହାରିଛି ଏବଂ ଛୋଟ ଶିଶୁର ଲାଳନ ପାଳନ କରିବା ପାଇଁ ସକ୍ଷମ ନାହିଁ ବୋଲି ନିଜ ଶିଶୁ କନ୍ୟାକୁ ସରକାରଙ୍କୁ ଦେବାକୁ ବାଧ୍ୟ୍ୟ ହୋଇଛନ୍ତି । ଏଠି କାମ ମିଳୁ ନାହିଁ ବୋଲି ସ୍ୱାମୀ ସ୍ତ୍ରୀ ଦାଦନ ଖଟିବାକୁ ବାହାରି ଛନ୍ତି ପୋଲିସ ଘଟଣାର ସମ୍ପୂର୍ଣ ତଥ୍ୟ … Read more