ଦେଶରେ ପୁଣିଥରେ କରୋନା ବଢିବା ଦେଖାଦେଉଛି ?

ଦେଶରେ କରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବା ଲାଗିଛି ?

ଦେଶରେ ପୁଣିଥରେ କରୋନା ବଢିବା ଦେଖାଦେଉଛି | ଦେଶରେ କିଛି ବର୍ଷ ପୂର୍ବେ କରୋନା ଆକ୍ରାନ୍ତରେ ଆସି ହଜାର ହଜାର ଲୋକ ମୁର୍ତ୍ୟୁ କରିଥିବା ଦେଖାଦେଇଥିଲା | ଏବେ ପୁଣିଥରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ତୀବ୍ର ଗତିରେ ପ୍ରାୟ ରାଜ୍ୟ ଗୁଡିକରେ ବଢିବା ଆରମ୍ଭ କଲାଣି | ପୂର୍ବରୁ କରୋନା ଆକ୍ରାନ୍ତରେ ବହୁତ ଲୋକ ମୁର୍ତ୍ୟୁ କରିଥିବା ବେଳେ ଏବେ ପୁଣିଥରେ କରୋନା ସଂକ୍ରମଣ ବ୍ୟାପିବା ଦ୍ୱାରା ଲୋକମାନେ ଭୟଭୀତ ହେବା ଆରମ୍ଭ କଲାଣି … Read more