ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା ?

Screenshot 2025 02 20 120941

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା । ଦିଲ୍ଲୀରେ ବିଜେପି ଦଳ ଏତେ ବର୍ଷ ପରେ ବିଜୟ କରିସାରିବା ପରେ ବିଜେପି ଦଳ ଦିଲ୍ଲୀର ରେଖା ଗୁପ୍ତଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରୂପେ ଘୋଷଣା କରିଛନ୍ତି ।ରେଖା ଗୁପ୍ତ କହିଛନ୍ତି ଦଳର ସମସ୍ତଙ୍କ ଆଶୀର୍ବାଦ ରହିଥିବାରୁ ଦଳ ମୋତେ ବିଶ୍ୱାସ କରି ମୁଖ୍ୟମନ୍ତ୍ରୀ କରିଥିବାରୁ ଓ ବିଧାୟକକୁ ଦଳର ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ରେଖା ଗୁପ୍ତା । ଅପାର ବନ୍ଦନା କୁମାରୀଙ୍କୁ ୨୯ ହଜାର ରୁ ଅଧିକ … Read more