ଘଟଗାଁ ମନ୍ଦିର ର ଭୋଗ ଦୋକାନରେ ନିଆ ଜଳିଗଲା ୧୦ ଦୋକାନ

ଭୋଗ ଦୋକାନରେ ନିଆ ଜଳିଗଲା ୧୦ ଦୋକାନ

ଘଟଗାଁ ମନ୍ଦିର ନିକଟରେ ଥିବା ୧୦ ଟି ଭୋଗ ଦୋକାନ ରେ ନିଆଁ ଲାଗି ସବୁ ନଷ୍ଟ ହୋଇ ଯାଇଛି । କେନ୍ଦୁଝର ଜିଲ୍ଲାର ମା ତାରିଣୀ ମନ୍ଦିର ପାଖରେ ଥିବା ଭୋଗ ଦୋକାନ ରେ ନିଆଁ ଲାଗି ସମସ୍ତ ଭୋଗ ଦୋକାନ ଜଳି ଯାଇଥିଲା । ଯାହା ସୂଚନା ମିଳିଛି ଏହା ବିଳବିତ ରାତିରେ ରାତି ୧ ରୁ ୨ ମଧ୍ୟରେ ଏହା ଘଟିଛି । ଘଟଣା ସ୍ଥଳରେ ଏକ ଭୟାନକ ଅଗ୍ନିକାଣ୍ଡ ଦେଖି ସ୍ଥାନୀୟ … Read more