ହଷ୍ଟେଲରେ କଲେଜ ଛାତ୍ରୀଙ୍କ ମୁର୍ତ୍ୟୁ
ହଷ୍ଟେଲରେ କଲେଜ ଛାତ୍ରୀଙ୍କ ମୁର୍ତ୍ୟୁ:- ହଷ୍ଟେଲ ଭିତରେ କଲେଜ ଛାତ୍ରୀ ମୁର୍ତ୍ୟୁ ବରଣ କରିଛନ୍ତି ବଲାଙ୍ଗୀରି ଜିଲ୍ଲାର ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ଛାତ୍ରୀ ଜଣକ ହଷ୍ଟେଲ ରୁମ ଭିତରେ ଫ୍ୟାନ ମାଧ୍ୟମରେ ଫାସୀ ଦେଇ ଏଭଳି କାର୍ଯ୍ୟ କରିଛନ୍ତି । ଛାତ୍ରୀଙ୍କ ର ଝୁଲନ୍ତା ଅବସ୍ଥାର ଟଙ୍କା ମର ଶରୀର କୁ ଉଦ୍ଧାର କରାଯାଇଛି । ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ କରିସାରିଲା ପରେ ଏବଂ ପରିବାରଲୋକଙ୍କୁ ସବ ଟିକୁ ଦିଆଯାଇଛି ହେଲେ ଛାତ୍ରୀ ଜଣକ … Read more