ଗ୍ୟାସ ଦୋକାନରେ ଲାଗିଲା ନିଆଁ ?

Screenshot 2025 03 10 171049

ଗ୍ୟାସ ଦୋକାନରେ ଲାଗିଲା ନିଆଁ । ଘଟଣାଟି ନୀଳଗିରି ଅଂଚଳରେ ଘଟିଥିବା ସୂଚନା ମିଳୁଛି ଗୋଟେ ଗ୍ୟାସ ଦୋକାନରେ ନିଆଁ ଲାଗିବ ଖବର ସାମ୍ନାକୁ ଆସିଛି ଭାରତ ଗ୍ୟାସ ଷ୍ଟୋର ଗୋଟିଏ କୋଠା ଘରେ ହୋଇଥିବା ବେଳେ ହାଟଥ ନିଆଁ ଲାଗିଛି । ଗ୍ୟାସ ଷ୍ଟୋରରେ ନିଆଁ ଲାଗିବା ଦ୍ୱାରା ଧୁଆ ସବୁଆଡେ ଖେଳି ଯାଇଥିଲା ସମସ୍ତେ ଭୟଭୀତ ହୋଇ ରହିଥିଲେ । ତଳେ ଗ୍ୟାସ ଷ୍ଟୋର ରହିଥିବାବେଳେ ଉପର ମହଲରେ ଲୋକମାନେ ରହୁଥିବା ଜଣାପଡୁଛି । … Read more