ହଷ୍ଟେଲରେ ଛାତ୍ରୀଙ୍କ ଜୁଲନ୍ତା ମୂର୍ତ ଦେହ ?
ହଷ୍ଟେଲରେ ଛାତ୍ରୀଙ୍କ ଜୁଲନ୍ତା ମୂର୍ତ ଦେହ ଭୁବନେଶ୍ୱର ସଂଗୀତ ମହାବିଦ୍ୟାଳୟରୁ ଛାତ୍ରୀଙ୍କ ମୁର୍ତ୍ୟୁ ଘଟଣା ସାମ୍ନାକୁ ଆସିଛି । ମୂର୍ତ ଛାତ୍ରୀ ଜଣକ +2 ଦୁତୀୟ ବର୍ଷରେ ପାଠ ପଢୁଥିଲେ ଛାତ୍ରୀଙ୍କ ଘର କେଦ୍ରାପଡା ରହିଥିବା ସୂଚନା ମିଳିଛି । ଛାତ୍ରୀ ଜଣକ କଣ ପାଇଁ ଏଭଳି କାର୍ଯ୍ୟ କରିଛନ୍ତି କିଛି ସନ୍ଧାନ ମିଳି ନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀ ଜଣକ ମୋବାଇଲ ଜବତ କରିବା ସହ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି … Read more