ହାଇଦ୍ରାବାଦ ଚିକଡ଼ପଲ୍ଲୀ ଥାନାରେ ହାଜ଼ର ହେଲେ ଆଲ୍ଲୁ ଅର୍ଜୁନ ।
ହାଇଦ୍ରାବାଦ ଚିକଡ଼ପଲ୍ଲୀ ଥାନାରେ ହାଜ଼ର ହେଲେ ଆଲ୍ଲୁ ଅର୍ଜୁନ । ସୋମବାର ଦିନ ଅଲ୍ଲୁ ଅର୍ଜୁନଙ୍କୁ ଘଟଣାର ପଚାର ଉଚରା ପାଇଁ ସମନ ପଠାଯାଇଥିଲା ହାଇଦ୍ରାବାଦ ପୋଲିସ । କିଛି ଦିନ ବୁର୍ବରୁ ପୁଷ୍ପା 2 ର ପ୍ରିମିୟର୍ ସମୟରେ ଥିଏଟରରେ ଠେଲାପେଲାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା | କଣ ପାଇଁ ହାଜ଼ାର ହେଲେ ଅଲ୍ଲୁ ଅର୍ଜୁନ| ପୁଷ୍ପା 2 ର ପ୍ରିମିୟର୍ ସମୟରେ ହଠାତ ପହଂଚିଥିଲେ ଅଲ୍ଲୁ ଅର୍ଜୁନ | ଏବଂ ତାଙ୍କୁ ଦେଖିବା … Read more