ଚାଇନାର ପୁଣି ଏକ ଭାଇରସ HMPV ?

ଚାଇନାର ପୁଣି ଏକ ଭାଇରସ HMPV ସମସ୍ତ ଦେଶକୁ ଦରେଇବା ଆରମ୍ଭ କଲାଣି ଏହି HMPV ଭାଇରସ । କର୍ଣାଟକ ରୁ ୨ ଜଣ ବେଙ୍ଗଲୁର ରେ ୨ ଜଣ ଭାଇରସ ବ୍ୟାପିଥିବାର ସୂଚନା ମିଳିଛି । ଏବଂ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସାରକାର କେହି ବି ଭୟଭୀତ ନ ରହିବା ପାଇଁ ସରକାରଙ୍କ ସୂଚନା। HMPV କୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ୱ ପୁର୍ଣ ବୈଠକ ଡକାଯାଇଛି ।ଏହି ରୋଗର ଲକ୍ଷଣ … Read more