ହୋଟେଲ ଛାତ ଉପରୁ ଖସିପଡ଼ିବାରୁ ଯୁବତୀ ଜଣଙ୍କର ମୁର୍ତ୍ୟୁ ?
ହୋଟେଲ ଛାତ ଉପରୁ ଖସିପଡ଼ିବାରୁ ଯୁବତୀ ଜଣଙ୍କର ମୁର୍ତ୍ୟୁ | ଭୁବନେଶ୍ୱରର ଏକ ହୋଟେଲରେ ଯୁବତୀ ଜଣକ ଛାତ ଉପରୁ ଖସିପଡି ମୁର୍ତ୍ୟୁ ବରଣ କରିଥିବା ସୂଚନା ମୁଳୁଛି | ଯୁବତୀ ଜଣକର ଘର ନୟାଗଡ ଅଞ୍ଚଳର ବୋଲି ଜଣାପଡୁଛି | ଝିଅର ମୁର୍ତ୍ୟୁକୁ ନେଇ ଝିଅର ମା ଝିଅକୁ କେହି ଛାତ ଉପରୁ ଠେଲି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି | ସୋନାଲି ମହାପାତ୍ର ନିଜ ପୁରୁଷ ବନ୍ଧୁଙ୍କ ସହ ହୋଟେଲରେ ରହୁଥିଲେ | ଏବଂ … Read more