କାଲି ଭାରତ ଓ ବାଂଲାଦେଶ ମ୍ୟାଚ ରେ ଭାରତର ବିଜୟ ?
କାଲି ଭାରତ ଓ ବାଂଲାଦେଶ ମ୍ୟାଚ ରେ ଭାରତର ବିଜୟ । ଆଇସିସି ଚାମ୍ପିଅନ୍ସ ଟ୍ରଫି ଦ୍ୱତୀୟ ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ଦୁବାଇ ନାସନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମ୍ୟାଚର ଆୟୋଜନ କରାଯାଇଥିଲା । ବାଂଲାଦେଶ ଟିମ ଟସ ଜିତି ପ୍ରଥମେ ବାଟିଙ୍ଗ କରିବାର ନିଷ୍ପତି ନେଇଥିଲା ବାଂଲାଦେଶ ଟିମ ପ୍ରଥମ ବ୍ୟାଟିଂରେ ୨୨୮ ରନ କରି ୪୯ .୪ ଓଭରରେ ଟିମ ଅଲ ଆଉଟ ହୋଇଥିଲା । ବାଂଲାଦେଶ … Read more