ଭାରତ ଇଂଲଣ୍ଡ ମ୍ୟାଚ ରେ ଭାରତ ବିଜୟ ?

ଭାରତ ଇଂଲଣ୍ଡ ମ୍ୟାଚ ରେ ଭାରତ ବିଜୟ ଆଜି ନାଗପୁରରେ ଭାରତ ଇଂଲଣ୍ଡ ର ଆଜି ପ୍ରଥମ ODI ମ୍ୟାଚ ହୋଇଥିଲା ସେଥିରେ ଭାରତ ବିଜୟ କରିଛି | ଇଂଲଣ୍ଡ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଟିମ ୨୪୮ ରନ କରି ୪୭ .୪ ଓଭରରେ ଟିମ ଅଲ ଆଉଟ ହୋଇଥିଲା | ଇଂଲଣ୍ଡ ପକ୍ଷରୁ ବ୍ୟାଟିଂରେ ଫିଲ ସ୍ଲଟ ୪୩ ରନ କରିଥିଲେ .ଡ଼କେଟ ୩୨ … Read more