ଗତ କାଲି ପାକିସ୍ତାନ ଓ ଭାରତ ମ୍ୟାଚର ଭାରତର ବିଜୟ ?
ଗତ କାଲି ପାକିସ୍ତାନ ଓ ଭାରତ ମ୍ୟାଚର ଭାରତର ବିଜୟ | ଗତ କାଲି ଆଇସିସି ଚାମ୍ପିଅନ୍ସ ଟ୍ରଫିର ୫ମ ମ୍ୟାଚ ଖେଳହଉଥିବାର ଭାରତ ପାକିସ୍ତାନକୁ ପରାଜୟ କରିଛି | ମ୍ୟାଚଟି ଦୁବାଇ ଇଣ୍ଟନସନାଲ ଷ୍ଟାଡିୟମରେ ଖେଳ ଆୟୋଜନ କରାଯାଇଥିଲା | ପାକିସ୍ତାନ ଟିମ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ପାକିସ୍ତାନ ପ୍ରଥମ ବ୍ୟାଟିଂରେ ୨୪୧ – ୧୦ ( ୪୯ .୪ ) ଓଭରରେ ପାକିସ୍ତାନ ଟିମ ଅଲ ଆଉଟ ହୋଇଥିଲା … Read more