ଯାଜପୁରରେ ସଡକ ଦୃଘଟଣାରେ ସ୍ୱାମୀ ସ୍ତ୍ରୀ ମୁର୍ତ୍ୟୁ ?
ଯାଜପୁରରେ ସଡକ ଦୃଘଟଣାରେ ସ୍ୱାମୀ ସ୍ତ୍ରୀ ମୁର୍ତ୍ୟୁ । ଦୃଘଟଣାଟି ଯାଜପୁର ପାଣିକୋଇଲି ପୁରୁଣା ଟୋଲଗେଟ ନିକଟରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି । ଦୃଘଟଣାରେ ସ୍ୱାମୀ ଓ ସ୍ତ୍ରୀ ମୁର୍ତ୍ୟୁ କରିଥିବା ବେଳେ ଛୋଟପିଲା ଜଣକ ମୁର୍ତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଶନିବାର ଯାଜପୁରର ପାଣିକୋଇଲି ଥାନା ପୁରୁଣା ଟୋଲଗେଟ ନିକଟରେ ଘଟିଛି । ଘଟଣା ସ୍ଥଳରେ ମହିଳା ଜଣକର ସଂଗେ ସଂଗେ ମୁର୍ତ୍ୟୁ ହୋଇଥିବା ବେଳେ … Read more