ଯାଜପୁର ପାଣିକୋଇଲିରେ ଦିନ ଦ୍ୱିପହରେ ଗୁଳି ?

ଯାଜପୁର ପାଣିକୋଇଲିରେ ଦିନ ଦ୍ୱିପହରେ ଗୁଳି । ପାଣିକୋଇଲିରେ ରହିଥିବା ପଣ୍ଡା ଅଳଙ୍କାର ଦୋକାନରେ ଲୁଟ କରିବାକୁ ଆସିଥିଲେ ଦୂର୍ବୁତ । ସୁନା ଦୋକାନରେ ଲୁଟ କରିବାକୁ ଆସିଥିଲେ ୫ ଦୁର୍ବୁତ୍ତ ଏବଂ ପାଣିକୋଇଲି ମାର୍କେଟ ଉପରେ ଦୂର୍ବତ ମାନେ ଗୁଳି କରିଛନ୍ତି । ଏବଂ ଗୁଳି ମାଡ଼ରେ ୩ ଜଣ ଲୋକ ଆହତ ହେଇଛନ୍ତି ଓ ତାଙ୍କ ଭିତରୁ ୨ ଜଣ ଲୋକେ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳିଛି । ଦୁର୍ବୁତ୍ତ ମାନେ କିପରି … Read more