ଆଜି ଝାରସୁଗୁଡ଼ାରେ ତାପମାତ୍ରା ଅଧିକ ହୋଇଥିବା ସୂଚନା ମିଳୁଛି ?

Screenshot 2025 03 25 185116

ଆଜି ଝାରସୁଗୁଡ଼ାରେ ତାପମାତ୍ରା ଅଧିକ ହୋଇଥିବା ସୂଚନା ମିଳୁଛି । ଆଜି ଝାରସୁଗଡା ସହରରେ ସବୁଠାରୁ ଅଧିକ ୪୨ ଡିଗ୍ରୀ ହୋଇଥିବା ରେକର୍ଡ କରାଯାଇଛି । । ଏହି ପ୍ରଚଣ୍ଡ ଖରାରେ ସାରା ଓଡିଶା ଜଳୁଛି | ତାପମାତ୍ରା ଦିନକୁ ଦିନ ବଢିବା ଦେଖାଦେଉଛି କିଛି ଦିନ ତଳେ କାଳବୈଶାଖୀ ବର୍ଷା ହୋଇଥିବାରୁ ଲୋକମାନେ ଟିକେ ଅଶ୍ଵସ୍ତି ପାଇଥିଲେ | ପୁଣି କାଳବୈଶାଖୀ ବର୍ଷା ସଋମ୍ଭ ମାତ୍ରେ ରାଜ୍ୟରେ ତାପମାତ୍ରା ପ୍ରବଳ ମାତ୍ର ବଢିବା ଦେଖାଦେଉଛି | … Read more