କାଜାଖସ୍ତାନରେ ହେଲା ବିମାନ କ୍ରାସ |
କାଜାଖସ୍ତାନରେ ହେଲା ବିମାନ କ୍ରାସ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ହେତୁ ଏଭଳି ଏକ ଭୟଙ୍କର ଦୃଘଟଣା ଘଟିଛି | ବିମାନରେ ୮୦ ରୁ ଉର୍ଧ ଲୋକ ଯାତ୍ରା କରିବାର ସୂଚନା ମିଳିଛି ବିମାନଟି ବାକୁରୁ ରୁ ଗ୍ରଜନୀ ଯାଉଥିବାବେଳେ ଏହିଭଳି ଏକ ଦୃଘଟଣା ଘଟିଥିଲା | ଦୃଘଟଣାରେ କୌଣସି ଯାତ୍ରୀ ମାନଙ୍କର ମୁର୍ତ୍ୟୁ ଏବଂ ଆହତ ହେବା ଖବର ଜଣାପଡ଼ି ନାହିଁ | ଦୃଘଟଣାର ହେବାର କାରଣ ଏବେ ସ୍ପଷ୍ଟ ଜଣାପଡିନାହିଁ ଏଭଳି ଏକ ଦୁଖଦ ଘଟଣା … Read more