ଜମ୍ମୁକାଶ୍ମୀରର ସେନା ଗାଡିକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ ?
ଜମ୍ମୁକାଶ୍ମୀରର ସେନା ଗାଡିକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଜମ୍ମୁକାଶ୍ମୀରର ରୌଜରୀ ସୁନ୍ଦରବନୀ ଅଞ୍ଚଳରେ ଯବାନଙ୍କ ଗାଡି ଉପରକୁ ଆତଙ୍କୀବାଦିମାନେ ଆକ୍ରମଣ କରିଥିବା ସୂଚନା ମିଳୁଛି । ଭାରତର ସେନା ଗାଡିକୁ ୪ରୁ୫ ରାଉଣ୍ଡ ଗୁଳି ମାରି ଆତଙ୍କବାଦୀମାନେ ଘଟଣା ସ୍ଥଳରେ ଫେରାର ହୋଇଛନ୍ତି । ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ସୁରକ୍ଷାବଳ । ସୂଚନା ଅନୁଯାୟୀ, ଜମ୍ମୁର ରାଜୌରୀର ସୁନ୍ଦରବନୀ ସେକ୍ଟରରେ ବୁଧବାର ଦିନ ଅପରାହ୍ନ ପ୍ରାୟ ୧୨.୪୫ ସମୟରେ ଏକ ସେନା ଗାଡ଼ିକୁ ଆତଙ୍କୀବାଦିମାନେ ୪ ରୁ … Read more