କଟକ ସୁଟକେସ୍ ସୋ’ରୁମରେ ଭୟଙ୍କର ଅଗ୍ନିକାଣ୍ଡ ?

Screenshot 2025 04 01 151339

କଟକ ସୁଟକେସ୍ ସୋ’ରୁମରେ ଭୟଙ୍କର ଅଗ୍ନିକାଣ୍ଡ । କଟକ ଦୋଳମୁଣ୍ଡେଇ ସୁଟକେସ୍ ସୋ’ରୁମରେ ନିଆଁ ଲାଗିଥିବା ସୂଚନା ମିଳୁଛି । ସୋ’ରୁମରେ ରହିଥିବା ସମସ୍ତ ସୁଟକେସ୍ ଜାଳି ସବୁ ନଷ୍ଟ ହୋଇଯାଇଛି । ନିଆଁର ପ୍ରକୋପ ଅତ୍ୟଧିକ ଜୋରେ ରହିଥିବାରୁ ପୁରା ସୋ’ରୁମ ଜାଳି ଚାରିଆଡେ ଧୁଆ ଖେଳିଯାଇଛି । ଭୟଙ୍କର ଅଗ୍ନିକାଣ୍ଡକୁ ଲିଭେଇବା ପାଇଁ ଏକାଧିକ ଦମକଳ ଲାଗିଥିବା ସୂଚନା ମିଳୁଛି । ଦୋଳମୁଣ୍ଡାଇ ଛକରେ ରହିଥିବା ଭିଆଇପି ସୋ’ରୁମର ଉପର ମହଲାରେ ରହିଥିବା ସୁଟକେସ୍ … Read more