କେନ୍ଦୁଝରରେ ପ୍ରତିଷ୍ଠିତ ହେବାକୁ ଯାଉଛି ମେଗା ଷ୍ଟିଲ୍ ପ୍ଲାଣ୍ଟ ?

Screenshot 2025 03 02 212628

କେନ୍ଦୁଝରରେ ପ୍ରତିଷ୍ଠିତ ହେବାକୁ ଯାଉଛି ମେଗା ଷ୍ଟିଲ୍ ପ୍ଲାଣ୍ଟ। ଆଜି ରବିବାର ଚନ୍ଦ୍ରଶେଖର କଲେଜ ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ହବ ବୋଲି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମେଗା ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣରେ ପ୍ରାୟ ୩୦ ହଜାରରୁ ୪୦ ହଜାର କୋଟି ଖର୍ଚ ହବ ବୋଲି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କେନ୍ଦୁଝରର ବିକାଶ ଉନ୍ନତିକୁ ସଦୃଢ଼ କରିବା ପାଇଁ | ରାଜ୍ୟରେ … Read more