ଖାନ ସାର ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଜରୁରୀକାଳୀନ ପରିସ୍ଥିତି ର ହସ୍ପିଟାଲରେ ଭର୍ତ୍ତି ହେଲେ…

Screenshot 2024 12 09 143921

ଖାନ ସାର ତାଙ୍କୁ କିଏ ବା ନ ଜାଣେ ବିହାରର ସେ ଜଣେ ବହୁ ଚର୍ଚ୍ଚିତ ଶିକ୍ଷକ ଖାନ ସାର ବିହାର ଜନସେବା ଆୟୋଗର BPSC ପରୀକ୍ଷାକୁ କେନ୍ଦ୍ର କରି ପ୍ରାର୍ଥୀ ମାନଙ୍କ ବିରୋଧକୁ ସେ ସମର୍ଥନ କରୁଥିଲେ । ଏଥିପାଇଁ ପୋଲିସ ମଧ୍ୟ ତାଙ୍କୁ ଆରେଷ୍ଟ କରିଥିଲା । ଖାନ ସାର ଆରେଷ୍ଟ ହେବାପରେ ତୀବ୍ର ପତିକ୍ରିୟା ସୃଷ୍ଟି ହୋଇଥିଲା ସୋସିଆଲ ମିଡିଆରେ ମଧ୍ୟ ବ୍ୟାପି ଯାଇଥିଲା ଶେଷରେ ପୋଲିସ ଖାନ ସାର ଙ୍କୁ ଛାଡିବାକୁ … Read more