ଭୁବନେଶ୍ୱର KIIT କଲେଜରେ ପଢ଼ୁଥିବା ଛାତ୍ରୀଙ୍କ ଆତ୍ମହତ୍ୟା ?

Screenshot 2025 02 17 081805

ଭୁବନେଶ୍ୱର KIIT କଲେଜରେ ପଢ଼ୁଥିବା ଛାତ୍ରୀଙ୍କ ଆତ୍ମହତ୍ୟା | ଛାତ୍ରୀ ଜଣକ ଘର ନେପାଳରେ ରହିଥିବା ଜଣାପଡୁଛି କାଲି ରାତିରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଜଣାପଡୁଛି | ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସମସ୍ତ ଛାତ୍ର ଛାତ୍ରୀ ଜାଣିସାରିବା ପରେ ଉତେଜନା ଦେଖାଦେଇଥିଲା | ଛାତ୍ରୀ ଜଣକ ହଷ୍ଟେଲ କାମ୍ପସ ଭିତରେ ଆତ୍ମହତ୍ୟା କରୁଥିବା ସୂଚନା ମିଳୁଛି | KIIT ପାଖରେ ରହିଥିବା ମୁଖ୍ୟ ରାସ୍ତାକୁ ଛାତ୍ର ଛାତ୍ରୀ ମାନେ ରାତି ଯାକ ଅବରଧ କରିଥିଲେ | … Read more