ଲାଇଟ ସାଉଣ୍ଡ ଦୋକାନରେ ନିଆଁ ଲାଗି ଲକ୍ଷ୍ୟାଧିକ ଟଙ୍କାର ଜିନିଷ ନଷ୍ଟ ?

ଲାଇଟ ସାଉଣ୍ଡ ଦୋକାନରେ ନିଆଁ ଲାଗି ଲକ୍ଷ୍ୟାଧିକ ଟଙ୍କାର ଜିନିଷ ନଷ୍ଟ | ଭୁବନେଶ୍ୱରର ଆଇଗିଣିଆ ନିକଟରେ ଆଜି ସନ୍ଧ୍ୟାରେ ଏକ ଭୟାନକ ଅଗ୍ନିକାଣ୍ଡ ହୋଇଛି | ଯାହା ଫଳରେ ଲାଇଟ ସାଉଣ୍ଡ ଡିଜେ ସବୁ ପୋଡି ହୋଇ ନଷ୍ଟ ହୋଇଛି | ଗୋଦାମ ମାଲିକ ଜଣକ କହିଛନ୍ତି ସନ୍ଧ୍ୟା ୫.୩୦ ମିନିଟରେ ଅଚାନକ ନିଆଁ ଲାଗିବ ଆରମ୍ଭ ହୋଇଥିଲା | ଗୋଦାମର ପଛପଟ୍ଟୁ ନିଆଁ ଲାଗିଥିଲା ବୋଲି ଗୋଦାମ ମାଲିକ ଜଣକ କହିଥିଲେ | କେମିତି … Read more