ଗତ କାଲି ମହାଦୀପ ଉଠିଲା ବେଳେ ଅଘଟଣ ?
ଗତ କାଲି ମହାଦୀପ ଉଠିଲା ବେଳେ ଅଘଟଣ । ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଥିଲାବେଳେ ଗୋଟେ ବହୁତ ବଡ ଅଘଟଣ ଘଟିଥିବା ଜଣାପଡୁଛି । ଲିଙ୍ଗରାଜ ମନ୍ଦିରରେ ମହାଦୀପ ଧରି ମନ୍ଦିରର ଚୂଡ଼ାକୁ ସେବାୟତ ଚଢ଼ଉଥୁବା ବେଳେ ୧୦ ପୁଟ ଉପରୁ ତଳକୁ ଖସିପଡିଥିବା ସୂଚନା ମିଳୁଛି । ସେବାୟତ ଜଣକ ଖସିପଡ଼ିବାରୁ ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ଆହତ ସେବାୟତଙ୍କୁ ପାଖ ମେଡିକାଲରେ ଭର୍ତି କରାଯାଇଛି । ମେଡିକାଲରେ ସେବାୟତଙ୍କ ଚିକିର୍ଷା କାର୍ଯ୍ୟ ଚାଲିଅଛି … Read more