ସମ୍ବଲପୁରରେ ଥିବା ମନପୁରମ ଫାଇନାନ୍ସରେ ଚୋରି ?
ମନପୁରମ ଫାଇନାନ୍ସରେ ଆଜି ଦୁର୍ବୁତ୍ତମାନେ ଲୁଟ କରିଛନ୍ତି । ସମ୍ବଲପୁରରେ ରହିଥିବା ମନପୁରମ ଫାଇନାନ୍ସ କଂପାନୀରେ ଦୂର୍ବତ ମାନେ ଲୁଟ କରିବାରେ ସଫଳ ହେଇଛନ୍ତି। ଦୁର୍ବୁତ୍ତମାନେ ବାହାର ରାଜ୍ୟରୁ ଆସିଥିବା ଜଣା ପଡିଛି। ଲୁଟେରା ମାନେ ସମସ୍ତେ ସ୍ପୀଡ଼ ବାଇକରେ ଲୁଟ କରିବାକୁ ଆସିଥିବାର ସୂଚନା ମିଳିଛି । ୬ ଜଣ ଲୁଟେରା ଲୁଟ କାର୍ଯ୍ୟରେ ସାମିଲ ଅଛନ୍ତି ଫାଇନାନ୍ସ କର୍ମଚାରୀ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଦୁର୍ବୁତ୍ତ ମାନେ କିପରି କରିଥିଲେ ଚୋରି ? ଫାଇନାନ୍ସ କମ୍ପାନୀର … Read more